Jump to content

କୁଳବୃଦ୍ଧ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳବୃଦ୍ଧ
ଉଚ୍ଚାରଣ: Kuḻabṛuddha
(କୁଳବୃଦ୍ଧା—ସ୍ତ୍ରୀ)

ସଂ. ବି. ପୁଂ.—(୭: ମୀ ତତ୍;କୁଳ+ବୃଦ୍ଧ) —

ବଂଶ ବା ପରିବାର ମଧ୍ୟରେ ସର୍ବାପେକ୍ଷା ବୁଢ଼ା ବ୍ୟକ୍ତି — The oldest member of the family.