କୁଳବ୍ରତ
ଦେଖଣା
କୁଳବ୍ରତ —
ଉଚ୍ଚାରଣ: Kuḻabrata
ସଂ. ବି. (କୁଳ+ବ୍ରତ=ଆଚାର) —
୧: ବଂଶରେ ପରମ୍ପରାକ୍ରମେ ପାଳିତ ବ୍ରତ — ୧. A family-vow.
୨: କୁଳାଚାର —୨. Family usage.
୩: କୁଳମର୍ୟ୍ୟାଦା — ୩. The honour or prestige of a family.
କୁଳବ୍ରତ —
ଉଚ୍ଚାରଣ: Kuḻabrata
ସଂ. ବି. (କୁଳ+ବ୍ରତ=ଆଚାର) —
୧: ବଂଶରେ ପରମ୍ପରାକ୍ରମେ ପାଳିତ ବ୍ରତ — ୧. A family-vow.
୨: କୁଳାଚାର —୨. Family usage.
୩: କୁଳମର୍ୟ୍ୟାଦା — ୩. The honour or prestige of a family.