କୁଳମର୍ୟ୍ଯାଦା
ଦେଖଣା
କୁଳମର୍ୟ୍ୟାଦା —
ଉଚ୍ଚାରଣ: Kuḻamarj̄yādā
ସଂ. ବି. (୬: ଷ୍ଠୀ ତତ୍; କୁଳ+ମର୍ୟ୍ୟାଦା) —
୧: କୁଳର ମହତ୍ବ — ୧. The honour of a family; respectability.
୨: ସତ୍ କୁଳପ୍ରସୂତ ବ୍ୟକ୍ତିଙ୍କୁ ପ୍ରଦତ୍ତ ସମ୍ମାନ — ୨. Respect shown to a man of high family.