Jump to content

କୁଳମୂଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳମୂଳ
ଉଚ୍ଚାରଣ: Kuḻamūḻa

ଦେ. ବି. (ସଂ. କୁଳ+ମୂଳ) —

୧: କୁଳମର୍ୟ୍ୟାଦା (ଦେଖ) ୧. Kuḻamarj̄yādā (See)

୨: (ସହଚର) ବଂଶର କିଛି ମାତ୍ର ଚିହ୍ନ — ୨. Any trace or remnant of a family.