ଶବ୍ଦାର୍ଥ:
କୁଳଲୋପ — ଉଚ୍ଚାରଣ: Kuḻalopa
ସଂ. ବି. —
ବଂଶରେ କେହି ବଂଶଧର ନ ଜୀଇଁବା ଅବସ୍ଥା;— ବଂଶନାଶ —Extinction of a family.