Jump to content

କୁଳଶୀଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳଶୀଳ
ଉଚ୍ଚାରଣ: Kuḻaṡīḻa

ସଂ. ବି. (ଦ୍ବନ୍ଦ୍ବ; କୁଳ+ଶୀଳ) —

୧: ବଂଶ ଓ ଆଚରଣ — ୧. Family and conduct.

୨: ସଦ୍ବଂଶ ଓ ସଦାଚରଣ — ୨. Noble family and good conduct.

ଦେ. ବିଣ —

ସଦ୍ବଂଶଜାତ ଓ ସଦାଚରଣକାରୀ — Born of a noble family and of good conduct.

ତୁ ଯେ ଧାର୍ମିକ ବିବେକ ଅଟୁ କୁଳଶୀଳ ସାରଳା. ମହାଭାରତ. ଉଦ୍ଯୋଗ