Jump to content

କୁଳଶ୍ରେଷ୍ଠୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳଶ୍ରେଷ୍ଠୀ
ଉଚ୍ଚାରଣ: Kuḻaṡreshṭhī

ସଂ. ବିଣ. ପୁ. (କୁଳ+ଶ୍ରେଷ୍ଠିନ; ୧: ମା.୧: ବ) —

ସତ୍କୁଳପ୍ରସୂତ —High-born.

ବି. —

ସତ୍କୁଳପ୍ରସୂତ ଶିଳ୍ପୀ —High-born artisan.