କୁଳସନ୍ତତି
ଦେଖଣା
କୁଳସନ୍ତତି —
ଉଚ୍ଚାରଣ: Kuḻasantati
ସଂ. ବି. (୬: ଷ୍ଠୀ ତତ୍; କୁଳ+ସନ୍ତତି) —
୧: ବଂଶଧର; ବଂଶର ପରପୁରୁଷ — ୧. Descendant; posterity.
୨: ବଂଶରକ୍ଷା —୨. Continuation of lineage.
କୁଳସନ୍ତତି —
ଉଚ୍ଚାରଣ: Kuḻasantati
ସଂ. ବି. (୬: ଷ୍ଠୀ ତତ୍; କୁଳ+ସନ୍ତତି) —
୧: ବଂଶଧର; ବଂଶର ପରପୁରୁଷ — ୧. Descendant; posterity.
୨: ବଂଶରକ୍ଷା —୨. Continuation of lineage.