Jump to content

କୁଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳା
ଉଚ୍ଚାରଣ: Kuḻā

(ଅକୁଲା—ବିପରୀତ)

ଦେ. ବିଣ. (ସଂ. କୁଳୀନ) —

ଉତ୍କୃଷ୍ଟକୁଳସମ୍ଭୁତ; କୁଳୀନ — Born of a respectable family.