କୁଳାଙ୍କୁର
ଦେଖଣା
କୁଳାଙ୍କୁର —
ଉଚ୍ଚାରଣ: Kuḻāṅkura
ସଂ. ବି(୬: ଷ୍ଠୀ ତତ୍; କୁଳ+ଅଙ୍କୁର) —
ବଂଶଧର — Scion or descendent of a family.
ଏକମାତ୍ର କୁଳାଙ୍କୁର ଏହି କୁରୁକୁଳେ ରାଧାନାଥ. ମହାୟାତ୍ରା
କୁଳାଙ୍କୁର —
ଉଚ୍ଚାରଣ: Kuḻāṅkura
ସଂ. ବି(୬: ଷ୍ଠୀ ତତ୍; କୁଳ+ଅଙ୍କୁର) —
ବଂଶଧର — Scion or descendent of a family.
ଏକମାତ୍ର କୁଳାଙ୍କୁର ଏହି କୁରୁକୁଳେ ରାଧାନାଥ. ମହାୟାତ୍ରା