କୁଳାଙ୍ଗାର
ଦେଖଣା
କୁଳାଙ୍ଗାର —
ଉଚ୍ଚାରଣ: Kuḻāṅgāra
ସଂ. ବି(ରୂପକ କର୍ମଧାରୟ, କୁଳ+ଅଙ୍ଗାର) —
୧: କୁଳର ଅଯୋଗ୍ୟ ସନ୍ତାନ — ୧. The dreg or unworthy scion of a family.
୨: ୟାହା ଯୋଗୁଁ କୁଳରେ କଳଙ୍କ ଲାଗେ — ୨. One who brings dishonour on his family.
ସଂ. ବିଣ —
୧: କୁଳର ମର୍ୟାଦାନାଶକ — ୧. Bringing dishonour to the family.
୨: ଅସଚ୍ଚରିତ୍ର —୨. Immoral.