Jump to content

କୁଳିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳିକ
ଉଚ୍ଚାରଣ: Kuḻka

ସଂ. ବିଣ. ପୁଂ. (କୁଳ+ଇକ) —

ସତ୍କୁଳପ୍ରସ୍ତୁତ — Of good family.

ସଂ. ବି —

୧: ସଗୋତ୍ର ବ୍ୟକ୍ତି; ଜ୍ଞାତି — ୧. Kinsman.

୨: ହାଟୁଆଙ୍କ ଜାତିର ସରଦାର୍ — ୨. The chief or headman of a caste-guild. (M.W.)

୩: ସଦ୍ବଂଶୀୟ ଶିଳ୍ପୀ — ୩. Any artisan of eminent birth. (M.W.)

୪: ଶିକାରୀ; ବାଣୁଆ —୪. A hunter. (M.W.)

୫: କଣ୍ଟକୀ ଗୁଳ୍ମବିଶେଷ; କେକିଳାକ୍ଷ; କୋଇଲେଖାଗୁଳ୍ମ — ୫. A thorny plant; Ruellia Longifolia. (M.W.)

୬: କୁଳବାର; ମଙ୍ଗଳବାର ବା ଶୁକ୍ରବାର — ୬. Tuesday or Friday.

୭: ଅଷ୍ଟ ନାଗରାଜ ମଧ୍ୟରୁ ଏକତମ —୭. One of the eight chiefs of the serpent race.

[ଦ୍ର—ଏହାର ମସ୍ତକୋପରି ଅର୍ଦ୍ଧଚନ୍ଦ୍ର ଚିହ୍ନ ଓ ଏହାର ଦେହ ମାଟିଆ ବର୍ଣ