Jump to content

କୁଳିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳିକା
ଉଚ୍ଚାରଣ: Kuḻikā

ସଂ. ବି—(କୁଳ+ଇକ+ଆ) —

ଜଳ ନିକଟରେ ଜନ୍ମିବା କୋଇଲିଖିଆ ଶାଗ(ଏହା ବିଶେଷ କଣ୍ଟାଯୁକ୍ତ; କର୍କସପତ୍ର; ଫୁଲଇଷତ୍ ନୀଳ) —Hygrophila Spinosa; a thorny shrub growing near water.