Jump to content

କୁଳିଙ୍ଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳିଙ୍ଗ
ଉଚ୍ଚାରଣ: Kuḻiṅga

ସଂ. ବି(କୁଳ ଧାତୁ+କର୍ତ୍ତୃ. ଇଙ୍ଗ) —

୧: ପକ୍ଷୀ —୧. Bird.

୨: ଘରଚଟିଆ ପକ୍ଷୀ —୨. Sparrow.

୩: ମୂଷୀକବିଶେଷ —୩. A kind of mouse.

୪: କକଡ଼ାଶୃଙ୍ଗୀ (ହ.ଶବ୍ଦସାଗର) (ଦେଖ) ୪. Kakaṟḍ̠āṡṛuṅgī(See)