Jump to content

କୁଳିପକାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳିପକାଇବା
ଉଚ୍ଚାରଣ: Kuḻi pakāibā
কুলকুচা ফেলা कुल्लि फेँकना

ଦେ. କ୍ରି —

କୁଳୁକୁଞ୍ଚା କରି ସାରିବା ପରେ ମୁହଁରୁ ପାଣିକୁ ବାହାର କରିବା —To throw out the gargled water from the mouth.