Jump to content

କୁଳି କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳି କରିବା
ଉଚ୍ଚାରଣ: Kuḻikaribā
কুলিকরা कुल्ला करना

ଦେ. କ୍ରି —

୧: ପାଣିକୁ ପାଟିରେ ପୁରାଇ କୁଳୁକୁଳୁ କରିବା — ୧. To wash the mouth by gargling.

୨: ନିନ୍ଦା କରିବା — ୨. To slander or blaspheme a person .