Jump to content

କୁଳୀନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳୀନ
ଉଚ୍ଚାରଣ: Kuḻīna
(କୁଳିନା—ସ୍ତ୍ରୀ)

ସଂ. ବିଣ. (କୁଳ+ଇନ) —

୧: ଉଚ୍ଚ ଜାତିର (ଘୋଡ଼ା; ହାତୀ) — ୧. (horse or elephant) of good breed.

୨: ସତ୍କୁଳୋଦ୍ଭବ —୨. Of a high or noble desent; respactable.

ଦେ. ବିଣ —

ଶ୍ରେଷ୍ଠ ବଙ୍ଗୀୟ ବ୍ରାହ୍ମଣ କୂଳରେ ଜାତ — Belonging to certain noble families of Brāhmaṇaṣ ennobled under orders of the ancient Rajas in Bengal and Orissa.