Jump to content

କୁଳୀର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳୀର
ଉଚ୍ଚାରଣ: Kuḻīra

ସଂ. ବି. (କୁଳ ଧାତୁ=ବିସ୍ତାର କରିବା+କତ୍ତୃ. ଇର) —

୧: କର୍କଟ; କଙ୍କଡ଼ା —୧. Crab.

୨: ଜ୍ଯୋତିଷୋକ୍ତ କର୍କଟରାଶି —୨. The ୪th sign of the Zodiac; the sign of Cancer.