କୁଳୁକ
ଦେଖଣା
କୁଳୁକ —
ଉଚ୍ଚାରଣ: Kuḻuka
ସଂ. ବି.—(କୁଳ୍ ଧାତୁ=ଏକତ୍ରିତ ହେବା+କତ୍ତୃ. ଉକ) —
ଜିଭ ଉପରେ ବସିଥିବା ଛତିଆ —The fur or foulness of the tongue (Apte).