କୁଳୁକୁଞ୍ଚା
ଦେଖଣା
କୁଳୁକୁଞ୍ଚା —
ଉଚ୍ଚାରଣ: Kuḻukun̄chā
কুল্কুচা
कुल्ला, कुल्ली, गरारा
ଦେ. ବି. (ଧ୍ଵନ୍ୟର୍ଥକ; ତୁଳ. ସଂ. କୁଳୁକ=ଜିଭ ଉପରେ ବସିଥିବା ଛତିଆ; ତୁଳ. ସଂ. କବଳ; କଳ ଧାତୁ=ଶବ୍ଦ କରିବା ଓ କଚ ଧାତୁ=ମାର୍ଜନ କରିବା) —
୧: ତୁଣ୍ଡ ଭିତରେ ପାଣି ପୂରେଇ ଏକଳ
ସେକଳ କରିବା କର୍ମ; କୁଳି କରିବା —୧. Gargling; rinsing of the mouth.
୨: କୁଳି କରା ଯାଇଥିବା ଜଳ — ୨. Gargled water.