କୁଳୁକୁଳୁ
ଦେଖଣା
କୁଳୁକୁଳୁ —
ଉଚ୍ଚାରଣ: Kuḻukuḻu
কুলকুল
कुलकुल
ଦେ. ବି. (ଧ୍ଵନ୍ୟନୁକରଣ; ତୁଳ. ସଂ. କଳନାଦ) —
୧: ପାଟିରେ ଜଳ ପୂରାଇ ଏକଳ ସେକଳ କରିବା ଧ୍ଵନି — ୧. The sound of gargling.
୨: ନଦୀ ପ୍ରବାହର ଧ୍ଵନୀ; କଳକଳ ଧ୍ଵନି — ୨. Gurgling sound of water flowing over shallow pebbles.