କୁଳୁଚି
ଦେଖଣା
କୁଳୁଚି —
ଉଚ୍ଚାରଣ: Kuḻuchi
কুড়চি
अरधाबा; खुरकचा
ଦେ. ବି.—(ତୁଳ. ସଂ. କଡଙ୍ଗର=କୁଣ୍ଡା; ସଂ. କଣ୍ଡନ) —
ଗୋରୁଙ୍କୁ ପାଣି ବା ତୋଡ଼ାଣି ସଙ୍ଗେ ଗୋଳାଇ ଖାଇବାକୁ ଦେବାପାଇଁ ଦରକୁଟା ଧାନ; ଦରକୁଟା ଓ ଦରସିଝା ଧାନ —Partly pounded unhusked paddy (boiled or unboiled) for feeding cattle.