Jump to content

କୁଳୁମୁଛୁଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳୁମୁଛୁଳି
ଉଚ୍ଚାରଣ: kuḻumuchhuḻi
लबलहक

ଦେ. ବିଣ. (ସଂ କୁଳ+ଉତ୍ସଳନ) —

୧: ଅତି ଉଚ୍ଚ୍ନନ୍ନ; ଅତ୍ୟଧିକ ଆଗ୍ରହାନ୍ନିତ ଓ ବ୍ୟାକୁଳ —୧. Excessively eager.

(ଯଥା—ସେ ମୋ ପାଖେ ଦୁଇ ଘଡି ନ ରହି କୁଳୁମୁଛୁଳି ହୋଇ ଗାଁଆଁକୁ ପଳେଇ ଗଲା)

୨: ପ୍ରଚୁର; ଅତ୍ୟଧିକ —୨. Excessive.

(ଯଥା—ଏ ପୋଖରୀରୁ କୁଳୁମୁଛୁଳି ମାଛ ମରୁ ଅଛନ୍ତି)