କୁଳେଶ୍ବର
ଦେଖଣା
କୁଳେଶ୍ବର —
ଉଚ୍ଚାରଣ: Kuḻeṡwara
(କୁଳେଶ୍ବରୀ—ସ୍ତ୍ରୀ)
ସଂ. ବି. ପୁଂ. (୬: ଷ୍ଠୀ ତତ୍; କୁଳ+ଈଶ୍ବର) —
୧: ବଂଶ ବା ପରିବାର କର୍ତ୍ତା — ୧. The head of a family; pater- familias.
୨: ଶିବ; ମହାଦେବ —୨. A name of Ṡiba.
କୁଳେଶ୍ବର —
ଉଚ୍ଚାରଣ: Kuḻeṡwara
(କୁଳେଶ୍ବରୀ—ସ୍ତ୍ରୀ)
ସଂ. ବି. ପୁଂ. (୬: ଷ୍ଠୀ ତତ୍; କୁଳ+ଈଶ୍ବର) —
୧: ବଂଶ ବା ପରିବାର କର୍ତ୍ତା — ୧. The head of a family; pater- familias.
୨: ଶିବ; ମହାଦେବ —୨. A name of Ṡiba.