Jump to content

କୁଳ୍ମଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳ୍ମଳ
ଉଚ୍ଚାରଣ: Kuḻmaḻa

ସଂ. ବି. (କୁଳ ଧାତୁ+ମଳ) —

୧: ପାପ — ୧. Sin.

୨: ଶରର ମୁନ କାଠି ସଙ୍ଗେ ଯୋଗ ହେବା ଅଂଶ — ୨. The part of an arrow by which the head is attacked to the shaft (Apte).