Jump to content

କୁଳ୍ମଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳ୍ମଷ
ଉଚ୍ଚାରଣ: Kuḻmāsha

ସଂ. ବି. (କୁଳ ଧାତୁ+ମାଷ) —

୧: କାଞ୍ଜି — ୧. Sour gruel or boiled—rice-water.

[ଦ୍ର—ଏଥିରେ ମୂଳା ଓ କଖାରୁ ଆଦି ଫଳ ମଧ୍ୟ ପକାଯାଇ ସଢ଼ା ଯାଏ]

୨: ବୁଟତଲା; ସିଝାବୁଟ; ଘୁଂଘନୀଦାନା — ୨. Boiled or stewel grain.

୩: ଅର୍ଦ୍ଧପକ୍ବ ୟବ — ୩. Half ripe barley. (M.W.)

୪: ରାଜମାଷ — ୪. A sort of Phaseolus (grain). (M.W.)