କୁଳ ନଷ୍ଟ କରିବା
ଦେଖଣା
କୁଳ ନଷ୍ଟ କରିବା —
ଉଚ୍ଚାରଣ: Kuḻa nashṭa karibā
ଦେ. କ୍ରି —
୧: କୁକ୍ରିୟା ଦ୍ବାରା କୁଳଧର୍ମ ଲୋପକରିବା — ୧. To spoil the good name & piety of the family by the evil deeds.
୨: କୁଳର ସର୍ବନାଶ ଘଟାଇବା — ୨. To ruin a family.