Jump to content

କୁଳ ବୁଡ଼ାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳ ବୁଡ଼ାଇବା
ଉଚ୍ଚାରଣ: Kuḻa buṟḍ̠āibā

ଦେ. କ୍ରି —

୧: ଅନ୍ୟର ବଂଶ ଲୋପ ହେବାର ଉପାୟ କରିବା —୧. To cause extinction of another's family.

୨: ଅନ୍ୟର ବଂଶମର୍ୟ୍ୟାଦା ଲୋପ କରାଇବା — ୨. To ruin or dishonour another's family.