Jump to content

କୁଳ ବୁଡ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳ ବୁଡ଼ିବା
ଉଚ୍ଚାରଣ: Kuḻa buṟḍ̠ibā
कुल वुड़जाना

ଦେ. ବି. —

୧: କୁଳ ଧର୍ମ ନାଶ ହେବା; ଜାତି ଯିବା — ୧. Excommunication from a caste or family owing to bad conduct.

୨: ବଂଶ ଲୋପ ହେବା — ୨. The extinction of a family.

ମୋ ପୁଅ ଦୁଷ୍ଟ ପଣେ ମୋ କୁଳ ବୁଡ଼ୁଛି କୃଷ୍ଣସିଂହ.ମହାଭାରତ.ଉଦଯୋଗ କୁଳ ବୁଡ଼ିବାର ଦେଖ ଏ ରିତି,ଅଜା ଥାଉ ଥାଉ ମରଇ ନାତି ପ୍ରବଚନ