Jump to content

କୁଶଗଣ୍ଟି ପଡ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଶଗଣ୍ଟି ପଡ଼ିବା
ଉଚ୍ଚାରଣ: Kuṡagaṇṭhi paṟḍ̠ibā

ଦେ. ବି —

ବିବାହ ସମ୍ପନ୍ନ ହେବା — The tying of the nuptial knot; the performance of a marriage.

(ଯଥା—ଆଜିକୁ ୨: ମାସ ହେଲା ସେ ଦୁହିଙ୍କର କୁଶଗଣ୍ଠି ପଡ଼ିଲା)