Jump to content

କୁଶଗଣ୍ଠି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଶଗଣ୍ଠି
ଉଚ୍ଚାରଣ: Kuṡagaṇṭhi

ଦେ. ବି. (ସଂ. କୁଶଗ୍ରନ୍ଥୀ) —

୧: କୁଶରେ ପକାଯିବା ଗଣ୍ଠି — ୧. A knot made with the kuṡa grass.

[ଦ୍ର—ବ୍ରାହ୍ମଣଙ୍କ ପଇତା ଅକସ୍ମାତ୍ ଛିଣ୍ଡି ଗଲେ ଛିଣ୍ଡା ପଇତାରେ କୁଶଗଣ୍ଟି ପକାଇ କେତେକ ସମୟ କେହି କେହି କାମ ଚଳାନ୍ତି]

୨: ମୁକୁଳା କେଶରୁ କେରାଏ ଧରି ତହିଁରେ ପକାଯିବା କ୍ଷୁଦ୍ର ଗଣ୍ଟି —୨. A knot made with a small lock of hair out of the whole dishevelled hair.

୩: ବିବାହରେ ବରକନ୍ୟାଙ୍କ ଦୁଇ ଡାହାଣହାତକୁ ଯୋଡ଼ିକରି ପକାଯିବା କୁଶର ଗ୍ରନ୍ଥି —୩. The knot of kuṡa grass tied on the folded right hands of the couple during the nuptial rites; nuptial knot.