Jump to content

କୁଶଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଶଜ
ଉଚ୍ଚାରଣ: Kuṡaja

ସଂ. ବି. (କୁଶ=ଜଳ+ଜନ ଧାତୁ+କର୍ତ୍ତୃ. ଅ) —

ପଦ୍ମ — Lotus.

ସଜଡ଼ା ଶେୟ ବୋଇଲେ ନ ପାରଇଁ କହି ଲୁଆଇଁ ମୁଖକୁଶଜ ଭଞ୍ଜ. ପ୍ରେମସୁଧାନିଧି