Jump to content

କୁଶଦାହ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଶଦାହ
ଉଚ୍ଚାରଣ: Kuṡadāha

ସଂ. ବି. (କୁଶ+ଦାହ) —

ଦୂରବିଦେଶରେ କିମ୍ବା ଅନିର୍ଦ୍ଦେଶ୍ୟ— ମରଣ ବ୍ୟକ୍ତିର ଶବ ପରିବର୍ତ୍ତରେ କଳ୍ପିତ କୁଶ— ନିର୍ମିତ ପ୍ରତିମାକୁ ଶ୍ମସାନରେ ଚିତା ଲଗାଇ ପୋଡ଼ିବା — Burning an effigy of Kuṡa grass in the absence of the body of a person dying in a distant country or supposed to be dead.