କୁଶଦ୍ବୀପ
ଦେଖଣା
କୁଶଦ୍ବୀପ —
ଉଚ୍ଚାରଣ: kuṡadwīpa
ସଂ. ବି —
ପୁରାଣୋକ୍ତ ଦ୍ବୀପବିଶେଷ; (ପୃଥିବୀର ସପ୍ତଦ୍ବୀପ ମଧ୍ୟରୁ ଏକତମ ଦ୍ବୀପ; ଏହା ଚାରିପାଖରେ ଘୃତ— ସିନ୍ଧୁବେଷ୍ଟିତ) —Name of one of the seven large islands comprising the universe according to the Hindu mythology.