Jump to content

କୁଶପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଶପ
ଉଚ୍ଚାରଣ: kuṡapa

ସଂ. ବି. (କୁଶ=ଜଳ+ପା ଧାତୁ+ଅଧିକରଣ. ଅ) —

ଜଳପାନପାତ୍ର; ପାଣି ଗିଲାସ — Goblet; a drinking glass.