କୁଶବିଟାଳି
ଦେଖଣା
କୁଶବିଟାଳି —
ଉଚ୍ଚାରଣ: Kuṡabiṭāḻi
ଦେ. ବିଣ. ସ୍ତ୍ରୀ —
୧: ରଜସ୍ବଳା ହୋଇ ଶାଶୁଘରକୁ ଯିବା ପୂର୍ବରୁ ବିଧବା ହୋଇଥିବା ଶୂଦ୍ରକନ୍ୟା — ୧. A ṡūdra girl who is widowed before she visits her husband's house after attaining puberty.
୨: ରଜୋବତୀ ହେବା ପୂର୍ବରୁ ନାମମାତ୍ର ବିବାହିତା ଶୂଦ୍ର— କନ୍ୟା —୨. A girl who is given in nominal marriage before attaining puberty.