କୁଶବେଣ୍ଟି
ଦେଖଣା
କୁଶବେଣ୍ଟି —
ଉଚ୍ଚାରଣ: Kuṡabeṇṭi
ଦେ. ବି —
୧: କୁଶଗଣ୍ଠି (ଦେଖ) ୧. Kuṡagaṇṭhi (See)
୨: କୁଶ ପରି କେରାଏ ମୁଣ୍ଡବାଳ — ୨. A small lock of the hair of the head.
୩: ଗାଧୋଇବା ପରେ ଶୁଖିବା ପାଇଁ ମୁକୁଳା ଥିବା ଲମ୍ବମାନ କେଶର ଅଗରେ ପକାଯିବା ଗଣ୍ଠି — ୩. A small knot tied at the end of the hair while it is left hanging down after bath.
କାନ୍ତାରତନର କୁନ୍ତଳପ୍ରାନ୍ତରେ ପକାଇଲେ କୁଶବେଣ୍ଟି କବିସୂର୍ଯ୍ୟ. ଚନ୍ଦ୍ରକଳା