Jump to content

କୁଶଭଦ୍ରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଶଭଦ୍ରା
ଉଚ୍ଚାରଣ: Kuṡabhadrā

ଦେ. ବି —

ପୁରୀଜିଲ୍ଲାର ନଦୀବିଶେଷ —Name of a river in the district of Puri.

[ଦ୍ର—ମହାନଦୀରୁ କଟକ ନରାଜଠାରେ ଯେଉଁ ଶାଖାନଦୀ ବାହାରିଅଛି, ସେହି କାଠଯୋଡ଼ୀ ନଦୀରୁ କଟକ ସହରର ଦକ୍ଷିଣରେ କୁଆଖାଇ ନାମରେ ଗୋଟିଏ ଶାଖା ବାହାରି ଅଛି; ଉକ୍ତ କୁଆଖାଇରୁ ବାଲିଅନ୍ତାଠାରେ କୁଶଭଦ୍ରା ନାମକ ଶାଖାନଦୀ ବାହାରି ଅଛି କୁଶଭଦ୍ରା କିଛିଦୂର ଯାଇ ପ୍ରାଚୀ ଓ କୁଶଭଦ୍ରା ନାମରେ ବଙ୍ଗୋପ— ସାଗରରେ ପଡ଼ିଅଛି ଭିଙ୍ଗାରପୁର ଓ ନିମାପଡ଼ା କୁଶଭଦ୍ରା କୂଳରେ ଅବସ୍ଥିତ]