Jump to content

କୁଶମ୍ପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଶମ୍ପ
ଉଚ୍ଚାରଣ: Kuṡampa

ଦେ. ବିଣ. (ସଂ. କୁ ଓ ଶଙ୍କ ଧାତୁ; ତୁଳ. ସଂ. ସଂକୁଚିତ) —

ଆଶଙ୍କିତ; ନାଚାର; ଭୀତ ଓ ତୃଷ୍ଣୀଭୂତ — Alarmed and silent.

(ଯଥା—ଏହା ଶୁଣି ସେ କୁଶମ୍ପ ହୋଇ ରହିଲେ)