କୁଶଳପ୍ରଶ୍ନ
ଦେଖଣା
କୁଶଳପ୍ରଶ୍ନ —
ଉଚ୍ଚାରଣ: Kuṡaḻapraṡna
ସଂ. ବି. (ମଧ୍ୟପଦଲୋପୀ; କୁଶଳ+ପ୍ରଶ୍ନ) —
କୌଣସି ବ୍ୟକ୍ତିକୁ ତାହାର ସର୍ବାଙ୍ଗୀନ ମଙ୍ଗଳସମ୍ବନ୍ଧୀୟ ପ୍ରଶ୍ନ — Enquiring as to the welfare, health etc. of a person (e.g. How do you do?)
(ଯଥା—ଆପଣଙ୍କର ସବୁ କୁଶଳ ତ?)