Jump to content

କୁଶଳସଂବାଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଶଳସଂବାଦ
ଉଚ୍ଚାରଣ: Kuṡaḻasaṁbāda

ସଂ. ବି. (ମଧ୍ୟପଦଲୋପୀ; କୁଶଳ+ସଂବାଦ) —

୧: ମଙ୍ଗଳ— ସମାଚାର; ଶୁଭ ଖବର —୧. Good news.

୨: ସ୍ବାସ୍ଥ୍ୟସମ୍ବନ୍ଧେ ସମ୍ବାଦ — ୨. News of one's good health.