Jump to content

କୁଶଳୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଶଳୀ
ଉଚ୍ଚାରଣ: Kuṡaḻī
(କୁଶଳିନୀ—ସ୍ତ୍ରୀ)

ସଂ. ବିଣ. ପୁଂ. (କୁଶଳ+ଇନ୍; ୧: ମା. ୧: ବ.) —

୧: ସୁଖୀ ୧. Happy.

୨: ସମୃଦ୍ଧିମନ୍ତ — ୨. Prosperous.

୩: ନିରୁପଦ୍ରବ; ନିରାପଦ — ୩. Free from danger.