Jump to content

କୁଶାଗ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଶାଗ୍ର
ଉଚ୍ଚାରଣ: Kuṡāgra

ସଂ. ବି. (୬: ଷ୍ଠୀ ତତ୍; କୁଶ+ଅଗ୍ର) —

କୁଶର ମୁନିଆଁ ଅଗ — The sharp point of a blade of kuṡa grass.