Jump to content

କୁଶାଗ୍ରୀୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଶାଗ୍ରୀୟ
ଉଚ୍ଚାରଣ: Kuṡāgrīya

ସଂ. ବିଣ. (କୁଶାଗ୍ର+ଈୟ) —

୧: ଅତି ସୂକ୍ଷ୍ମ (ବୁଦ୍ଧି) — ୧. Penetrating; sharp (intellect.)

୨: କୁଶାଗ୍ର ପରି ସୂକ୍ଷ୍ନ —୨. As sharp as the point of a blade of Kuṡa.