କୁଶାରୀ
ଦେଖଣା
କୁଶାରୀ —
ଉଚ୍ଚାରଣ: Kuṡārī
ପ୍ରାଦେ. (ସମ୍ବଲପୁର) ବି. (ସଂ. କୃଷି; ତୁଳ ହି. କୁଶିଆର୍) —
୧: ଏକପ୍ରକାର ଆଖୁ; କନ୍ତାରି ଆଖୁ — ୧. A species of sugarcane.
୨: ମୃଦଙ୍ଗ ମୁହଁର ଦୁଇ ପାଖରେ ଛୁଆଣି ହୋଇଥିବା ଚମଡ଼ାକୁ ମୁହଁର ଉପର ସଙ୍ଗେ ସଂଲଗ୍ନ କରି ରଖିବା ପାଇଁ ବ୍ୟବହୃତ ଚମଦଉଡ଼ି —Thongs used to keep the pieces of hide attached to the ends of a drum.