କୁଶାସନ
ଦେଖଣା
କୁଶାସନ —
ଉଚ୍ଚାରଣ: Kuṡāsana
ସଂ. ବି. (କୁଶ+ଆସନ; କୁ+ଶାସନ) —
୧: କୁଶରେ ବୁଣା ହୋଇଥିବା ପଟୀ — ୧. A small mat of Kuṡa grass to sit on.
୨: ନିକୃଷ୍ଟ ଉପାୟ ଦ୍ବାରା ରାଜ୍ୟଶାସନ — ୨. Misgovernment.