Jump to content

କୁଶିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଶିକ
ଉଚ୍ଚାରଣ: Kuṡika
(କୁଶିକା—ସ୍ତ୍ରୀ)

ସଂ. ବିଣ. ପୁଂ —

ଟେରା — Squint-eyed.

ବି —

୧: ବିଶ୍ବାମିତ୍ରଙ୍କ ପିତାମହ ଓ ଗାଧିଙ୍କ ପିତା — ୧. Name of Biṡwāmitra's grandfather.

୨: ଲଙ୍ଗଳର ଲୁହା —୨. Ploughshare.

୩: ତେଲର କାଣ୍ଟି —୩. Sediment of oil.

୪: ବାହାଡ଼ା ଗଛ (ଦେଖ) ୪. Bāhāṟḍ̠ā (tree) (See)

୫: ସାଳ ଗଛ (ଦେଖ) ୫. Sāḻa tree (See)