Jump to content

କୁଶିକିଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଶିକିଳା
ଉଚ୍ଚାରଣ: Kuṡikiḻā

ଦେ. ବି —

ଶଗଡ଼ଝୁରା ସଙ୍ଗେ ଯୁଆଳିକୁ ଜୋଡ଼ିବା ପାଇଁ ବ୍ୟବହୃତ କାଠଖିଲ — A wooden pin used to attach the centre of the yoke to the angular front-end of the beams of a cart.