Jump to content

କୁଶୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଶୀ
ଉଚ୍ଚାରଣ: Kuṡī

ଦେ. ବି. (ନାମ) —

୧: ପୂର୍ଣ୍ଣିଆ ଜିଲ୍ଲାରେ ପ୍ରବାହିତ ହିମାଳୟରୁ ବାହାରି ଗଙ୍ଗାରେ ପଡ଼ିଥିବା ନଦୀ — ୧. Name of a tributary ofthe Ganges.

୨: ବୁଦ୍ଧଦେବ ଦେହତ୍ୟାଗ କରିଥିବା ଗୋରଖପୁର ଜିଲ୍ଲାରେ ନଗରୀବିଶେଷ — ୨. Name of a town in Gorakhpur where Buddha breathed his last.

(ଦ୍ର—ଏ ସ୍ଥାନର ଆଧୁନିକ ନାମ କସୟା)

୨: ବାଲ୍ମୀକି ଋଷି (ହି. ଶବ୍ଦସାଗର) — ୩. Sage Bālmīki.