Jump to content

କୁଶୀଲବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଶୀଲବ
ଉଚ୍ଚାରଣ: Kuṡīlaba

ସଂ. ବି. (କୁଶ+ଲବ; ନିପାତନ) —

୧: ଲବ ଓ କୁଶ; ରାମଚନ୍ଦ୍ରଙ୍କର ୟାଆଁଳା ପୁଅ ଦୁହେଁ — ୧. The twin sons of Rāma (who first sang the Rāmāyaṇa composed by Balmiki at the court of Rāma.)

ପୁଂ —

୨: କବି —୨. A bard; poet.

୩: ନର୍ତ୍ତକ; ନଟ —୩. An actor; dancer.

୪: ସମ୍ବାଦ ପ୍ରଚାରକ —୪. A news-monger.

୫: ଗାୟକ —୫. A singer.

୬: ବାଲ୍ମୀକି ଋଷି (ହି. ଶବ୍ଦସାଗର) — ୬. Sage Bālmīki.